Browsing Tag

BJD leader Mamata Mohanta resigns from Rajya Sabha membership

ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା । ୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ । ୨୦୨୬ ମସିହା ଏପ୍ରିଲ ମାସରେ ସରିଥାନ୍ତା ମମତାଙ୍କ କାର୍ଯ୍ୟକାଳ । ତେବେ କାର୍ଯ୍ୟକାଳ…