ବିଜେଡିରେ ଯୋଗଦେଲ ପୂର୍ବତନ ପୋଲିସ କମିଶନର
ଓଡିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ଯୋଗ ଦେବାକୁ ମନ ବଳାଇଛନ୍ତି ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ। ପ୍ରଶାସନିକ କ୍ଷେତ୍ରରୁ ଅବସର ନେବା ପରେ ବିଜୁ ଜନତା ଦଳରେ ଯୋଗଦେଲେ ଏହି ଦକ୍ଷ ଅଫିସର । ଅରୂପ ପଟ୍ଟନାୟକ ବିଜେଡିରେ ମିଶିବାର ଦିର୍ଘ ଦିନରୁ ଆଭାସ ମିଳିଥିଲା । ଆଜି ଅପରାହ୍ନରେ ସେ ବିଜୁ…