Browsing Tag

BJd formed a committee of 38 members

୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି

୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖର ସାହୁ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ , ଅମର ପଟ୍ଟନାୟକ ଆବାହକ ହୋଇଛନ୍ତି । ଏହି କମିଟିରେ ୬ ସହ-ଅଧ୍ୟକ୍ଷ ଓ ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ହୋଇଛନ୍ତି। ଉପାଧ୍ୟକ୍ଷ ଭାବରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ…