ବଜେପିର ୧ ଟଙ୍କାରେ ଚାଉଳ, ଡାଲି, ଲୁଣ ପ୍ରତିଶୃତିକୁ ବିଜେଡିର କଟାକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଯୋଗୁ ବିଭିନ୍ନ ଦଳର ନେତୃବୃନ୍ଦ ଭୋଟରଙ୍କୁ ପ୍ରତିଶୃତିରେ ପୋତୁଥିବା ବେଳେ ରାଜ୍ୟରେ ବଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ୧ ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି…