Browsing Tag

bjd candidate

ପୁଣି ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିଛି । ପୁନର୍ବାର ରୀତା ସାହୁଙ୍କ ଉପରେ ବିଜେଡି ସୁପ୍ରିମୋ ନିଜ ଆସ୍ଥା ପ୍ରକଟ କରିଛନ୍ତି । ପୂର୍ବରୁ ବିଜେପୁର ର ପ୍ରାର୍ଥୀ ଦୌଡ଼ରେ ରୀତା ସାହୁଙ୍କ ନାମ ଆଗରେ ଥିଲା । ସୂଚନା…

ଭୁବନେଶ୍ୱର ମଧ୍ୟରେ ପ୍ରଚାର ଠାରୁ ବଳିଲା ବୋମାମାଡ଼, ପୂର୍ବତନ ମେୟର ଅନନ୍ତଙ୍କ ଉପରେ ବୋମାମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ । ଅନନ୍ତଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ…

ଜଗତ୍‌ସିଂହପୁର ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ କରିବେ ଆଶାୟୀ ପ୍ରାର୍ଥୀ

2wଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ରାଜନୀତିରେ ଏବେ ପୁଣି ନୂଆ ସମୀକରଣ ସୃଷ୍ଟି ହୋଇଛି । ଏଠାରେ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିବା ପରେ ଅନ୍ୟତମ ଆଶାୟୀ ଅମରେନ୍ଦ୍ର ଦାସ ଓ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ଏପରି…

ମା’ ବିରଜାଙ୍କ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓଲ୍ହାଇବାକୁ ପ୍ରଣବ(ବବି) ଭରିଲେ ନାମାଙ୍କନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ପ୍ରଭାଵଶାଳୀ ବିଧାୟକ ତଥା ନବୀନଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ(ବବି) ଯାଜପୁର ଜିଲ୍ଲାରୁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବବି ବିଜେଡିର କ୍ରାଇସିସ ମ୍ୟାନେଜର ଭାବେ ପରିଚିତ । ସୂଚନା ଅନୁଯାୟୀ, ଗତକାଲି ପ୍ରଣବ ଯାଜପୁର…

ଜନ ସମୁଦ୍ର ସମର୍ଥକଙ୍କ ସହ ବୁନୁ ଭରିବେ ନାମାଙ୍କନ ପତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବିବାଦ ପରେ ଗତକାଲି ଭୁବନେଶ୍ୱର ମଧ୍ୟମରୁ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ପୂର୍ବତନ ମେୟର ଅନନ୍ତ(ବୁନୁ)ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଆସନ୍ତା କାଲି ଅନନ୍ତ ନିଜର…

ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀ ପତ୍ରରେ ରହିଛି ତ୍ରୁଟି !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀ ପତ୍ରରେ ତ୍ରୁଟି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ପାଇଁ ଜୟଦେବ ନିର୍ବାଚନ…

କୋରେଇରୁ ଲଢ଼ିବେ ଅଶୋକ ବଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କୋରେଇ ଆସନରୁ ଏଥର ପ୍ରାର୍ଥୀ ହେବେ ଅଶୋକ ବଳ । ପ୍ରଣବ ପ୍ରକାଶ ଦାସ(ବବି) ଅଶୋକ ବଳଙ୍କୁ ପ୍ରାୟ ଆଠ, ନଅ ମାସ ତଳେ ଆଣି ବିଜେଡିରେ ମିଶାଇ ଥିଲେ । ସେହିଦିନଠାରୁ ଜଣାପଡିଥିଲା ଏକ ସମାନ୍ତରାଳ ସମିକରଣ ବିଜେଡିରେ ଗଢି ଉଠୁଛି । ଯଦି ବିଜେଡିରେ…

ଜଗତ୍‌ସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀତ୍ବକୁ ବିରୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍‌ସିଂହପୁର ବିଧାନସଭା ଆସନରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଏହାପରେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସ (ଟିଟୁ)ଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଆଗରେ ଦଳୀୟ ପତାକା ପୋଡ଼ିବା ସହ…

କନ୍ଧମାଳ ଲୋକସଭାରୁ ଇତି ସାମନ୍ତ, ରଣପୁରରୁ ଅରୁଣ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭାରେ ୩୩% ମହିଳା ସ୍ଥାନ ସଂରକ୍ଷଣକୁ ନେଇ କରିଥିବା ପ୍ରତିଶ୍ରୁତି ପୁରଣ କରିବା ଉଦ୍ୟମ ଜାରୀରଖିଛନ୍ତି । ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ମନସ୍ତ କରିସାରିଲେଣି । ତେଣୁ ଓଡ଼ିଶାର ଜଣେ ଜଣାଶୁଣା ସମାଜ ସେବୀ ଓ କାଦମ୍ବିନୀ…