ପୁଣିଥରେ ବିଜେବି କଲେଜ ନାଁରେ ରାଗିଂ ଅଭିଯୋଗ
ପୁଣିଥରେ ବିଜେବି କଲେଜରେ ରାଗିଂ । ଏଥର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସର ଜଣେ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସହପାଠୀ ମାଡ଼ ମାରିବା ସହ ବାଇକ ଛଡ଼ାଇ ନେଇଛନ୍ତି । ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି…