ବିଶ୍ୱକର୍ମା ପୂଜା ଦିନ ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ
ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ଭଗବାନ ବିଶ୍ୱକର୍ମା ଜନ୍ମ ହୋଇଥିଲେ। ଏଥିପାଇଁ ଏହାକୁ ବିଶ୍ୱକର୍ମା ଜୟନ୍ତୀ ମଧ୍ୟ କୁହାଯାଇଥାଏ। ମାନ୍ୟତା ରହିଛି କି, ଏହି ଦିନ ବିଧି ବିଧାନର ସହ ବିଶ୍ୱକର୍ମାଙ୍କୁ…