କ’ଣ ହୋଇଥାଏ ୱାଟର ବର୍ଥ ପ୍ରସବ ? ଜାଣନ୍ତୁ ଏହାର ଲାଭ ଓ କ୍ଷତି ସମ୍ପର୍କରେ
କୌଣସି ମହିଳାଙ୍କ ପାଇଁ ସନ୍ତାନ ଜନ୍ମ କରିବା ଏକ ବିଶେଷ ମୁହୂର୍ତ୍ତ | ଜଣେ ମହିଳା ଦୁଇଟି ଉପାୟରେ ଏକ ସନ୍ତାନ ପ୍ରସବ କରନ୍ତି | ପ୍ରଥମ ନର୍ମାଲ ଡେଲିଭେରୀ (ସାଧାରଣ ପ୍ରସବ ) ଏବଂ ଦ୍ୱିତୀୟ ସିଜରିୟାନ୍ ଡେଲିଭେରୀ | ସାଧାରଣ ପ୍ରସବ ସମୟରେ ଶିଶୁଟି ମା'ର ପେଟର ତଳ ଆଡକୁ ଠେଲିବା ଆରମ୍ଭ କରେ,…