ସପ୍ତାହେ ବ୍ୟାପୀ ସବୁ ବ୍ଲକରେ ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ
ଓଡିଶା ଫାଷ୍ଟ( ବ୍ୟୁରୋ):ଆସନ୍ତା ମାର୍ଚ୍ଚ 5ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଳ ପାଇଁ ବଡ ଆୟୋଜନ କରାଯାଉଛି। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ପାଳନ କରାଯିବ । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ…