ବିକଳ୍ପ ପାଇଁ ବ୍ରଜ ଓ ଦାମ ଏକାଠି, କାଲି ଘୋଷଣା ହେବ ନୂଆ ଦଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡି ରୁ ବିତାଡିତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ନୂତନ ଦଳ ଗଢିବାକୁ ଯାଉଛନ୍ତି । ଯାହାକି କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା । ତାଙ୍କୁ ଏଥିରେ ସହଯୋଗ କରିଛନ୍ତି ସମତାକ୍ରାନ୍ତି ର ମୂଖ୍ୟ ବ୍ରଜ…