ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ବାଣ୍ଟୁଛନ୍ତି ଦୁର୍ନୀତିଗ୍ରସ୍ତ କମ୍ପାନୀ ମାଲିକ: ଭାଜପା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ ବାଣ୍ଟାଯିବାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା । ନିର୍ବାଚନର ଦିନ କେଇଟା ପୂର୍ବରୁ କେତେଜଣ ଦୁର୍ନୀତିଗ୍ରସ୍ତ ଚିଟଫଣ୍ଡ କମ୍ପାନୀ ଓ ଖଣି ଦୁର୍ନୀତିରେ ସାମିଲ ଥିବା ଲୋକମାନେ ୩୧୪ଟି ବ୍ଲକରେ ପ୍ରତି ବ୍ଲକକୁ ୫ହଜାର ଟଙ୍କା ଲେଖାଏଁ…