ବିଜୟ ମହାପାତ୍ର ବ୍ୟାକ ଟୁ ବିଜେପି
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେପିକୁ ଫେରିଲେ ବିଜୟ । ଆଜି ବିଜୟଙ୍କ ଘରେ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଙ୍କ ସହ ଦୀର୍ଘ ଦୁଇଘଣ୍ଟା ରୁଦ୍ଧଦ୍ୱାର ବୈଠକ ପରେ ମାନିଯାଇଛନ୍ତି ବିଜୟ । ବିଜେପିର ମୁଖଶାଳା ବଡ଼ ମନ୍ଦିର ଛୋଟ କହି ଦିନେ ଦୁରେଇ ଯାଇଥିଲେ ବଜିୟ ମହାପାତ୍ର…