ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ) ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟକୁ ହଠାତ ଆସିଲା ୯୬୦ କୋଟି ଟଙ୍କା । ଯାହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଘଟଣା ବିହାର କୋଟିହାରରେ ଘଟିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନ୍ୟ ଲୋକମାନେ ବି ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଛନ୍ତି…