Browsing Tag

bidya shree

ଆଦିତ୍ୟ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା କଲା ଜିଆରପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖିଅ ଖୋଜୁଛି ଜିଆରପି । ଆଦିତ୍ୟ କେବେଠାରୁ ଭଡ଼ାରେ ରହୁଥିଲେ । ଦମ୍ପତିଙ୍କ ମଧ୍ୟରେ କେବେ ଝଗଡ଼ା ହୋଇଥିଲା କି ? ଏସବୁ ବିଷୟରେ ଜିଆରପି ଘର ମାଲିକଙ୍କୁ ପଚରାଉଚରା କରିଛି । ଏଥିସହ ଆଦିତ୍ୟଙ୍କ ଆର୍ଥିକ କାରବାର ଉପରେ…