ଚିଟ୍ଫଣ୍ଡ ସ୍କାମ : ବନ୍ଧାହେଲେ ପୂର୍ବତନ ବିଧାୟକ, ରେଡ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ବନ୍ଧାହେଲେ ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ବିଶାଖାପାଟଣା ପଶ୍ଚିମ ଜୋନ୍ର ପୂର୍ବତନ ବିଧାୟକ ତଥା ୱାଇଏସ୍ଆର୍ସିପି ନେତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ୨୦୧୯ ଚିଟ୍ଫଟ୍ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ…