Browsing Tag

bidhansabha

ବିଧାନସଭାରେ କରୋନା ସଂକ୍ରମଣ : ସଚିବ ଓ ତାଙ୍କ ଡ୍ରାଇଭର ପଜିଟିଭ୍ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଧାନସଭାରେକୁ ବ୍ୟାପିଲା କରୋନା ସଂକ୍ରମଣ। ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବୁଧବାର ବିଧାନସଭାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌…

ଷଷ୍ଠ ଦିନରେ ବି ଗୃହ ଅଚଳ : ୧୨ ଯାଏ ମୁଲତବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବି ବିଧାନସଭା ଅଚଳ। ଲଗାତର ୫ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହ। ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି। ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ…

ଏଥର ବିଧାନସଭା ହେବ ପେପରଲେସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ବିଧାନସଭା ସମ୍ପୂର୍ଣ୍ଣରୂପେ ପେପରଲେସ୍ ହେବ। ବିଧାନସଭାର ସିଏଜି ରିପୋର୍ଟି, ଅର୍ଥନୈତିକ ସର୍ଭେ ରିପୋର୍ଟର୍, ବଜେଟ୍, ତାରକା ଓ ଅଣତାରକା ପ୍ରଶ୍ନ ନେଭା ଆପ୍ ଜରିଆରେ ଆସିବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ୨ ଦିନିଆ କର୍ମଶାଳାର ଆୟୋଜନ…

ବିଧାନସଭା ହେବ କାଗଜ ଶୂନ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାର କାର୍ଯ୍ୟଧାରା ହେବ କାଗଜଶୂନ୍ୟ। ଏଥିପାଇଁ ବିଧାୟକମାନେ ଅନଲାଇନ ମାଧ୍ୟମରେ ପ୍ରଶ୍ନ କରିପାରିବେ। ‘ନାଭା’ ଆପ୍ ଜରିଆରେ ବି ସେମାନେ ନିଜ ମୋବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରିପାରିବେ। ଏହାର ଉତ୍ତର ଧାର୍ଯ୍ୟ ସମୟ ମଧ୍ୟରେ ସଂପୃକ୍ତ…

ଦିନକ ପୂର୍ବରୁ ସରିଲା ବିଧାନସଭା, ପଢନ୍ତୁ କେଉଁ ବିଧେୟକ ହେଲା ପାରିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଦିନକ ପୂର୍ବରୁ ଶେଷ ହୋଇଛି। କରୋନା ମହାମାରୀ ମଧ୍ୟରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି। ୭ ଦିନିଆ ଏହି ଅଧିବେଶନରେ…

ବିଧାନସଭା ଦିନକ ପାଇଁ ସଟଡାଉନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି।…

୩୦ ତାରିଖରେ ବିଧାନସଭା ବଦଳରେ ଲୋକସେବା ଭବନର କନ୍ଫରେନ୍ସ ହଲରେ ବସିବ ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସ୍ଥିତିକୁ ଦେଖି ବିଧାନସଭା ବଜେଟ୍‌ ଅଧିବେଶନ ୩୦ରେ ସରିବ ବୋଲି ଜଣାପଡିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ଦଳୀୟ ନେତାଙ୍କ ସହ ଆଲୋଚନା କରି ଆସନ୍ତା ୩୦ ତାରିଖରେ ଗୃହ କାର୍ଯ୍ୟ ସରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ନିଷ୍ପତ୍ତି…

ଓଡ଼ିଶାରେ ଆୟ କ୍ଷେତ୍ରରେ କେନ୍ଦୁଝର ଆଗୁଆ – ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ମୁଣ୍ଡପିଛା ଆୟରେ କେନ୍ଦୁଝର ଜିଲ୍ଲା ପ୍ରଥମ। କୃଷି, ଶିଳ୍ପ ସବୁ କ୍ଷେତ୍ରରେ କେନ୍ଦୁଝର ପ୍ରଥମ ସ୍ଥାନରେ ରହିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା। ସୂଚନାଯୋଗ୍ୟ, ୨୦୦୪ – ୦୫ ଆର୍ଥିକ ବର୍ଷ ଆଧାରରେ…

ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ, 3ଟା ଯାଏ ଗୃହ ମୁଲତବୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମେ ଦିନ ସଢେ ୧୧ଟା ଯାଏଁ ମୁଲତବୀ…

ପେପରଲେସ୍ ହେବ ବିଧାନସଭା, 20 ଦିନ ମଧ୍ୟରେ ଓ୍ୱାଇଫାଇ

ଓଡିଶା ଫାଷ୍ଟ( ବ୍ୟୁରୋ ) : ଆସନ୍ତା 20 ଦିନ ମଧ୍ୟରେ ଓଡିଶା ବିଧାନସଭାରେ ୱାଇ-ଫାଇ ସଂଯୋଗ ହେବ। ଏହାସହ ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍‌ରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍…