Browsing Tag

bhumikampa

କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। କଳାହାଣ୍ଡି ଓ ନବରଙ୍ଗପୁରରେ କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ଏହି…

ରିଓ ଡି ଜେନେରିଓରେ ତାଣ୍ଡବ, 78 ମୃତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବ୍ରାଜିଲରେ ରିଓ ଡି ଜେନେରିଓରେ ବନ୍ୟା ଏବଂ ଭୂସ୍ଖଳନ ହୋଇ 78 ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି । ପେଟ୍ରୋପଲିସ୍ ସହରରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପ୍ରାୟ 400ରୁ ଊର୍ଦ୍ଧ୍ବ ଲୋକ…

ଆଫଗାନିସ୍ତାନରେ ଭୂମିକମ୍ପ, ୧୨ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନିସ୍ତାନରେ ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି ।…

କର୍ଣ୍ଣାଟକରେ ୧୨ ଦିନରେ ୬ ଥର ଭୂକମ୍ପ ଅନୂଭୂତ, ପୁଣି ଥରିଲା ବିଦର ଏବଂ କଲବୁର୍ଗୀ

କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬ ଥିବା ଜଣାପଡ଼ିଛି। ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ତେବେ ଅକ୍ଟୋବର ପହିଲାରୁ ଏବେ ଯାଏଁ ବିଦର ଏବଂ କଲବୁର୍ଗୀ ଅଞ୍ଚଳରେ ଉତ୍ତର…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୪

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅରୁଣାଞ୍ଚଳ ପ୍ରଦେଶରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନର ସୂଚନା ମୁତାବିକ, ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ଦ୍ୱିପ୍ରହର ୩.୦୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭବ ହୋଇଥିଲା । ରିକ୍ଟର…

୭.୪ତୀବ୍ରତାର ଭୂକମ୍ପ ଝଟ୍‌କା, ସୁନାମୀର ଚେତାବନୀ ଦେଲା ପାଣିପାଗ ବିଭାଗ

ମେକ୍ସିକୋ ୦୮।୦୯ : ଜୋରଦାର ଭୂକମ୍ପ ଝଟ୍‌କା । ୭.୪ ଭୂକମ୍ପ ତୀବ୍ରତାରେ ଥରିଲା ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହର  । ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଥିବାର ଦେଖାଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି…

କାଲାବୁର୍ଗୀର ୫୦ ଗାଁରେ ଭୂକମ୍ପର, ଲୋକେ ଆତଙ୍କିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲାବୁର୍ଗୀର ଜିଲ୍ଲାର ତିନୋଟି ତାଲୁକର ପ୍ରାୟ ୫୦ଟି ଗାଁରେ ଭୂକମ୍ପ ଅନୁଭୂତ । ପରିସ୍ଥିତି ଏପରି ହୋଇଥିଲା ଯେ, ଲୋକେ ଘରୁ ବାହାରି ପଳାଇ ଆସିଥିଲେ । ଭୟରେ ସାରା ରାତି ମଧ୍ୟ ବାହାରେ ରହିଥିଲେ । ବିଳମ୍ବିତ ରାତିରେ ଗାଁରେ ପହଂଚିଥିଲେ କଲବର୍ଗୀ ସାଂସଦ ଡଃ. ଉମେଶ…