Browsing Tag

Bhubaneswar odisha fast

ଜନଜାତି ଭାଷାଗୁଡିକର ସୁରକ୍ଷା ନେଇ ବିଶେଷଜ୍ଞଙ୍କ ମତ, ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍‌ଯାପନୀ ଦିବସରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି । ଜନଜାତି ଭାଷାଗୁଡିକର ସଂରକ୍ଷଣ ଓ ଉନ୍ନତି…

କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ, ୱେଷ୍ଟଇଣ୍ଡିଜ କୁ ଭେଟିବ ଭାରତ, ପଢ଼ନ୍ତୁ ଖେଳସୂଚୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ । ୪ଟି ଦେଶ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ସେଥିପାଇଁ ବିସିସିଆଇ ଆନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ କରିସାରିଛି । ଏହି…

ବାଲେଶ୍ଵର ବିଜେଡି ପ୍ରାର୍ଥୀକୁ ଘୋର ବିରୋଧ, ଦେଖନ୍ତୁ ଭିଡିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ରାଜନୀତି ତୀବ୍ର ହେବାରେ ଲାଗିଛି । ଗୋଟେ ପଟେ ବିଜେଡ଼ି ସୁପ୍ରିମୋ ସମସ୍ତଙ୍କୁ ଚମକାଇ ସ୍ୱରୂପ କୁମାର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ବାଲେଶ୍ୱର ବିଜେଡ଼ି କର୍ମୀ । ତେଜୁଛି ବିରୋଧର ସ୍ୱର । ରାସ୍ତାରେ…

ତିର୍ତ୍ତୋଲ ଉପନିର୍ବାଚନ, କଂଗ୍ରେସ, ବିଜେପିର ପ୍ରାର୍ଥୀ ଚୂଡାନ୍ତ, ବିଜେଡିରେ ବିଜୟଙ୍କୁ ନେଇ ଚର୍ଚ୍ଚା ଓ ଉତ୍ସାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଯାଇଛି ତିର୍ତ୍ତୋଲ ଉପନିର୍ବାଚନ ରାଜନୀତି । କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । କଂଗ୍ରେସ ରୁ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପିରୁ ରାଜକିଶୋର ବେହେରାଙ୍କ ନାମ ଚୂଡାନ୍ତ…

ବାଲିଅନ୍ତା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର । ରାଜଧାନୀ ଉପକଣ୍ଠ ବାଲିଅନ୍ତାର ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ସହିତ ଡାଟା ଏନଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଡାଟା ଏନଟ୍ରି ଅପରେଟର ଧନେଶ୍ୱର ମାଧ୍ୟମରେ ତହସିଲଦାର ରଶ୍ମିରେଖା ୧ଲକ୍ଷ…

ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ଆଜି ବଡ଼ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ। ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି  ଶ୍ରୀଜିଉଙ୍କ ନୌକାବିହାର ହେବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ…

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନୁଦାନ ପ୍ରଦାନ କରିଛି ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଜି…

ଭୁବନେଶ୍ୱର ରୁ ରାଜ୍ୟର ୪୧ତମ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରୁ ରାଜ୍ୟର ୪୧ ତମ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱର ୟୁନିଟ-୪ ମଧୁସୂଦନ ନଗରରୁ ଆଉ ଜଣେ ୪୫ବର୍ଷୀୟ କରୋନା ରୋଗୀ ଚିହ୍ନଟ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତଦନ୍ତ…

ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଲେ କରୋନା ଆକ୍ରାନ୍ତଙ୍କ ଭାଇ ଓ ଭଉଣୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ଚିକତ୍ସା ଦ୍ୱାରା ଆଜି ସେ ସୁସ୍ଥ ହୋଇପାରିଛନ୍ତି । ତେଣୁ ତାଙ୍କର ଭାଇ ଓ ଭଉଣୀ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।…

କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଅମରେଶ ଦେଲେ ପ୍ରତିଶ୍ରୁତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ତଥା ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମରେଶ ଜେନା(ବାଇଁଆ) ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କଳ୍ପନା ଛକ ସ୍ଥିତ ଭେଣ୍ଡିଂ ଜୋନରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀ ଓ…