ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ । ଦୁଇ ଆଇଏଏସଙ୍କୁ ଧୋଇବେ ପାଣ୍ଡିଆନ । ଆଉ ନାହିଁ ସରକାରୀ ବେଡି । ଏବେ ଆରମ୍ଭ ହେବ ଆଇଏଏସ ମାନଙ୍କ ବୟାନବାଜି । ଏବେ ପୁଣି ଚଞ୍ଚଳ ହୋଇ ଉଠିବ ରାଜ୍ୟ ରାଜନୀତି, ଆସିବ ନୁଆ ମୁଦ୍ଦା । ଟଣା ଓଟରା ହେବେ ପ୍ରଶାସକ ରୁ ପାଲଟି ଥିବା…