କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଅମରେଶ ଦେଲେ ପ୍ରତିଶ୍ରୁତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ତଥା ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମରେଶ ଜେନା(ବାଇଁଆ) ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କଳ୍ପନା ଛକ ସ୍ଥିତ ଭେଣ୍ଡିଂ ଜୋନରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଫଳ ବ୍ୟବସାୟୀ ଓ…