Browsing Tag

Bhubaneswar

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ତାଙ୍କର ସହିତ ରାଜ୍ୟପାଳ…

ଏସିପି ନେଉଛନ୍ତି, ତୁମେ ନିଅ, ବାର ଖୋଲିବାକୁ ଅନୁମତି ଦିଅ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): "ଏସିପି ନେଉଛନ୍ତି, ତୁମେ ନିଅ, ଡେରି ରାତି ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦିଅ" । ଏଭଳି ଏକ ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକୁ ନେଇ ରାଜଧାନୀର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପୋଲିସକୁ ତୀବ୍ର ନିନ୍ଦା…

ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା

ଦେଶରେ ମଙ୍କିପକ୍ସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସତର୍କ ହେଲେଣି ରାଜ୍ୟ ସରକାର । ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର…

ରାଜଧାନୀବାସୀ ସାବଧାନ ! ନଚେତ ହୋଇପାରେ ଚର୍ମ କର୍କଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରେ ସୃଷ୍ଟି ହୋଇଛି ଚର୍ମ କର୍କଟ ଆଶଙ୍କା । କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାବେଳେ ଚିନ୍ତା ବଢାଇଛି ଅତି ବାଇଗଣୀ ରଶ୍ମୀ ବା ୟୁଭି ରେ । ୟୁଭି ରେ ସ୍ତର ୮, ୯ କିମ୍ବା ୧୦ କୁ ବିପଦ ଭାବେ ଧରାଯାଉଥିବା ବେଳେ ଭୁବନେଶ୍ୱର ଏହା ୧୨ ରେ…

ଭୁବନେଶ୍ୱର ରେ ରେକର୍ଡ଼ ହେଲା ଚଳିତବର୍ଷ ର ସର୍ବୋଚ୍ଚ ତାପମାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ରେ ହୋଇଛି ନିଆଁ ବର୍ଷା । ଖରା ତାତିରେ ପୋଡ଼ି ଯାଉଛି ଦେହମୁଣ୍ଡ । ତାସହିତ ଅସମ୍ଭାଳ ଗୁଳୁଗୁଳି । ଅତିଷ୍ଠ ହେଲେଣି ରାଜଧାନୀବାସୀ । ଗତକାଲି ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ଆଜି ତାହା ୪୩.୩ ଡିଗ୍ରୀରେ ପହଞ୍ଚିଛି । ଏହା ହେଉଛି ଚଳିତବର୍ଷର…

୭୪ ବର୍ଷରେ ପାଦ ଦେଇଛି ଭୁବନେଶ୍ୱର

ଭୁବନେଶ୍ୱର : ଆଜି ୭୪ ବର୍ଷରେ ପାଦ ଦେଇଛି ଭୁବନେଶ୍ୱର । ୧୯୪୮ ମସିହାର ସେହି ଐତିହ୍ୟ ସହର ଆଜି ସ୍ମାର୍ଟ ସିଟି ବା ଅତ୍ୟାଧୁନିକ ସହରରେ ପରିଣତ ହୋଇସାରିଛି। ଆଉ ଏହାରି ମଧ୍ୟରେ ବିତିଯାଇଛି ୭୩ ବର୍ଷ । ଭାରତର ପ୍ରଥମ ପରିକଳ୍ପିତ ସହର ଆଜି ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଠିକଣା ପାଲଟିଛି ।…

ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାଇଜରରେ ଅଘଟଣ। କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ହେଉଛନ୍ତି ଛତିଶଗଡ଼ର ପୂଜା ଜେଠଓ୍ବାନୀ। ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ…

ବୀମାନ ଯାତ୍ରୀ ମୃତ; ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍‌

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଜଣେ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପହେବାରୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍‌। ବେଙ୍ଗାଳୁରୁରୁ କୋଲକାତା ଯାଉଥିବା ବେଳେ ଏୟାରଏସିଆ ଫ୍ଲାଇଟ୍ ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଯାତ୍ରା କରୁଥିବା ଜଣେ…

ନାମାଙ୍କନ ଭରିଲେ ବିଜେଡିର ୩ ମେୟର ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନାମାଙ୍କନ ଭରିବାର ଶେଷ ଦିନରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବରରେ ସୁଲୋଚନା ଦାସ, କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଙ୍ଘମିତ୍ରା ଦଳାଇ ବିରାଟ ଶୋଭାଯାତ୍ରାରେ ଯାଇ…

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ୭ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଆଶାୟୀ ପ୍ରାର୍ଥୀ ଚଳିତ ଥର ଦୁଇଟି ସତ୍ୟପାଠ ଦେବାକୁ ପଡ଼ିବ । ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଏବଂ ଅପରାଧିକ ମାମଲାର ତଥ୍ୟ ଦାଖଲ…