ଗିରଫ ହେଲା ମିର୍ଚି ବାବା ? ଜାଣନ୍ତୁ ଏହି ମିର୍ଚି ବାବା କିଏ
କଂଗ୍ରେସ ସହ ଜଡିତ ମିର୍ଚି ବାବାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଗିରଫ କରାଯାଇଛି। ଜଣେ ମହିଳାଙ୍କୁ ଭୋପାଳରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାବାଙ୍କୁ ଗିରଫ କରାଯାଇଛି। ପୋଲିସ ତାଙ୍କୁ ଗ୍ୱାଲିଅରରୁ ଗିରଫ କରିଥିଲା। ମହିଳାଙ୍କ ଅଭିଯୋଗ ଅନୁଯାଇ, "ସେ ଡ୍ରଗ୍ସ ଦ୍ୱାରା ପ୍ରଲୋଭିତ ହୋଇଥିଲେ।…