Browsing Tag

Bhopal

ସମ୍ଭାବ୍ୟ ତୃତୀୟ ଲହର ଡେଲ୍ଟା ପ୍ଲସ ଭାରିଆଣ୍ଟ ନେଲା ପ୍ରଥମ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହର କୁହାଯାଉଥିବା ଡେଲ୍ଟା ପ୍ଲସ ଭାରିଆଣ୍ଟ ଦେଶରୁ ପ୍ରଥମ ଜୀବନ ନେଇଥିବା ଜଣାପଡିଛି। ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ଘଟଣାକୁ ନେଇ ଲୋକେ…

ମଝି ନଈରେ ଡଙ୍ଗା ବୁଡ଼ି, ୧୧ ମୃତ, ୪ନିଖୋଜ, ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା ରାଶି ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣେଶ ବିସର୍ଜନ ହେଲା କାଳ । ଚାଲିଗଲା ୧୧ଜଣଙ୍କ ଜୀବନ । ବର୍ତ୍ତମାନ ମଧ୍ୟ ୪ଜଣ ନିଖୋଜ ଅଛନ୍ତି । ଆଜି ପାହାନ୍ତା ୪ଟା ସମୟରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରୁ କିଛି ଲୋକ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ବାହାରି ଥିଲେ । ନଦୀରେ ପାଣି…