ଭାରତ ବନ୍ଦ, ଗାଡି ଓ ରେଳ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ
ଓଡ଼ିଶା ଫାଷ୍ଟ( ବ୍ୟୁରୋ): ଶ୍ରମିକ ସଂଗଠନ ତରଫରୁ ଆଜି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଯୋଗୁଁ ଗାଡି ଓ ରେଳ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।
ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା…