Browsing Tag

bhadrak

ମାମୁଁଘରେ ଆତ୍ମହତ୍ୟା କଲା ଭାଣିଜୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷାରେ ବିଫଳତା ପରେ ମାମୁଁଘରେ ଭାଣିଜୀ କଲା ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ରାଉରକେଲା ରେ ଘଟିଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୂପମା ମହାନ୍ତି(୧୬) ଏବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ମାତ୍ର ସେଥିରେ ସେ…

ଆନ୍ଧ୍ର ରୁ ଗିରଫ ହେଲା ଟ୍ରକ ଡ୍ରାଇଭର, ଦୁର୍ଘଟଣା ରେ ୫ ଜଣ ଛାତ୍ରଛାତ୍ରୀଙ୍କ ହୋଇଥିଲା ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧୯ ତାରିଖ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥଲ। । ଭଦ୍ରକ ପୋଲିସ ତଦନ୍ତ ପରେ ଆନ୍ଧ୍ରପ୍ରଦେଶ ର…

ଭଦ୍ରକ ରେ ଓଲଟିଲା ବସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲା ରେ ଆଜି ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଗେଲେଶ୍ୱର ନାମକ ବସ ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍‌ରେ…

ଛାତ୍ରଛାତ୍ରୀ ଙ୍କ ଉପରେ ଚଢିଗଲା ଟ୍ରକ, ୫ ମୃତ ,ଏକାଧିକ ଆହତ,ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨ ଲକ୍ଷ ଅନୁକମ୍ପା ରାଶି

https://youtu.be/9XS3XtbjF_E ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଛାତ୍ରଛାତ୍ରୀଙ୍କ ଉପରେ ଚଢି ଯାଇଛି ଟ୍ରକ । ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଘରକୁ ଫେରିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ହିଁ ୫…

ଓଡ଼ିଶା ରେ ତ୍ରିରଙ୍ଗାକୁ ଅପମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇଂରେଜ ମାନଙ୍କ ଠାରୁ ନିଜ ଦେଶକୁ ସ୍ୱାଧୀନ କରିବାକୁ ଲକ୍ଷ ଲକ୍ଷ ଦେଶପ୍ରେମୀ ହସି ହସି ନିଜ ଜୀବନ ର ବଳିଦାନ ଦେଇଥିଲେ। ଭାରତ କୁ ସ୍ୱାଧୀନ କରି ତ୍ରିରଙ୍ଗା ଉଡାଇବା ପରେ ସାରା ଦେଶରେ ଖୁସି ର ଲହରୀ ଖେଳି ଯାଇଥିଲା। ସେଇ ତ୍ରିରଙ୍ଗର ଅପମାନ ହୋଇଥିବାର ଅଭିଯୋଗ ଆସୁଛି…