ତାଲା ପକାଇ ଘରେ ନିଆଁ ଲଗାଇଦେଲା ଦୁର୍ବୁତ୍ତ; ଅଳ୍ପକେ ବର୍ତ୍ତିଲେ ଛଅ
ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ। ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତା ଲାଗି ରହିଥିବାରୁ, ଆକ୍ରୋଶ ମୂଳକ ଭାବେ…