Browsing Tag

Berhampur bus stand closed for 2 months

ପ୍ରଶାସନ ୨ମାସ ବନ୍ଦ କଲା ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ ଆଜିଠାରୁ ବନ୍ଦ ହୋଇଛି । ବ୍ରହ୍ମପୁର ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାରୁ ଏହାକୁ ୨ମାସ ପାଇଁ ବନ୍ଦ କରାଯିବାକୁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ହଳଦିଆପଦର ବସଷ୍ଟାଣ୍ଡକୁ ସମସ୍ତ ବସ ଯିବାକୁ…