ଚୁଟି କାଟିବା ପେସାରୁ ରାଜନେତା ବନିବା ନିଶାରେ ୯୦ବର୍ଷୀୟ ବୃଦ୍ଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୟସର ଅପରାହ୍ନରେ ଜନସେବା ପାଇଁ
ଉପନିର୍ବାଚ ମଇଦାନକୁ ଓହ୍ଲାଇଛନ୍ତି ଜଣେ ୯୦ ବର୍ଷର ବୃଦ୍ଧ।
ପେସା ତାଙ୍କର ଚୁଟି କାଟିବା। ଆଉ ନିଶା ହେଉଛି ସମାଜରେ ପରିବର୍ତ୍ତନ ଆଣିବା । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ୱର ସଦର ବିଧାନସଭା ଆସନ ଉପ-ନିର୍ବାଚନରେ ସ୍ୱାଧୀନ…