ଜାଣନ୍ତୁ, ମଲ୍ଲୀଫୁଲ ଦ୍ୱାରା ଉପକାର
ମଲ୍ଲୀଫୁଲ ତାର ବାସ୍ନା ସହିତ ଅନେକ ବେମାରୀ ପାଇଁ ଉପଯୋଗୀ ହୋଇଥାଏ। ଆୟୁର୍ବେଦ ଅନୁସାରେ ମଲ୍ଲୀଫୁଲ ସ୍ୱାଦରେ ପିତା ଓ କଷା। ଏହା କଫ ଓ ପିତ୍ତ ନାଶକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ।
- ଚେହେରାରେ ନିୟମିତ ରୂପରେ ମଲ୍ଲୀଫୁଲର ରସ ଲଗାଇଲେ ଚମକ ଆସେ।
- ମଲ୍ଲୀଫୁଲର ଡ଼େମ୍ଫ ଓ…