ବେଲ ଗଛ କେଉଁଠି ଏବଂ କେଉଁ ସ୍ଥାନରେ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ
ବନ୍ଧୁଗଣ ବେଲ ଗଛ ଗୋଟେ ଏମିତି ଗଛ ଯିଏକି ସମସ୍ତ ସଂସାରରେ ଦୁର୍ଲଭ ଗଛ ଅଟେ। ତାର ଦିବ୍ୟତା ତାର ଦୁର୍ଲ୍ଭତା ତାର ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ। ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ମତରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କର…