Browsing Tag

bela pana

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ବେଲପଣା

ଗରମ ଦିନରେ ବେଲ ପଣା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ପିଇଲେ ସର୍ବପ୍ରଥମେ ଆପଣଙ୍କୁ ଗରମ ଲାଗିବ ନାହିଁ। ଗରମରୁ ରକ୍ଷା ପାଇବା ପାଇଁ ଏହାକୁ ରାମ ବାଣ ଔଷଧ ବୋଲି କୁହାଯାଏ। ଆହୁରି ମଧ୍ୟ ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଶରୀରରେ ରକ୍ତ ମଧ୍ୟ…