ସକାଳୁ ଉଠିବା ପରେ ଏମାନଙ୍କ ମୁହଁ ଦେଖିଲେ ହୋଇଥାଏ ଖାଲି ଟଙ୍କା ବର୍ଷା
ବନ୍ଧୁଗଣ ସକାଳୁ ଉଠିବା ପରେ ଯଦି ପ୍ରଥମେ ଆପଣ କୌଣସି ସକାରାତ୍ମକ ଧ୍ଵନି ର ଶବ୍ଦ ଶୁଣୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ । ଏହା ସହିତ ଯଦି ଆପଣ କୌଣସି ପାତ୍ର ରେ କ୍ଷୀର ବା ଦହି ପୂର୍ଣ ଥିବାର…