ଶପଥ ଗ୍ରହଣ ପୂର୍ବରୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ କରିବା ପୂର୍ବରୁ ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ରାଜଘାଟରେ ପହଞ୍ଚି ସକାଳ ୭ଟାରେ ଜାତିର ପିତା ମହାତ୍ମା…