ଗ୍ରୀଷ୍ମ ଋତୁରେ ଚିଲ୍ଡ ବିୟର କେତେ ଉପଯୋଗୀ ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ପ୍ରତିଦିନ ଗୋଟିଏ ଲେଖାଏଁ ବିୟର ସେବନ କରିବେ ତେବେ ଏହା ଶରୀର ପାଇଁ ଖୁବ ଲାଭ ଦାୟକ l ୨୦୨୧ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇ ଥିଲା ୧ .୫ ବିୟର ସେବନ କରିବା ଦ୍ୱାରା ହାର୍ଟ ଆଟାକ ସମସ୍ୟା ଦୂର ହୋଇଥାଏ l ବିୟର ଯୁବକ ମାନଙ୍କର ପସନ୍ଦ…