ଲୋକପ୍ରିୟତାରେ ଟ୍ରମ୍ପ୍ଙ୍କୁ ପଛରେ ପକାଇଲେ ମୋଦି
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସୋସିଆଲ୍ ମିଡ଼ିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି । ସେ ଟ୍ବିଟରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ଆଗ ଧାଡିରେ ଥିବାବେଳେ ଇନ୍ଷ୍ଟାଗ୍ରାମ୍ ଲୋକପ୍ରିୟତାରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ…