ଦଳ ପାଇଁ ସଂକଳ୍ପବଦ୍ଧ ବବି, ଆଗ୍ରହର ସହ କରୁଛନ୍ତି ଦଳୀୟ କାର୍ଯ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଆଗକୁ ଥବାରୁ ସମସ୍ତ ନେତା ଓ ମନ୍ତ୍ରୀ ଆସନ ଚିନ୍ତାରେ ନିଜ ନିଜ ଅଞ୍ଚଳର ଉର୍ଣ୍ଣତ୍ତି ପାଇଁ କାର୍ଯ୍ୟ କରିବାରେ ବ୍ୟସ୍ତ ଥିବାବେଳେ ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳର ସମସ୍ତ କାର୍ଯ୍ୟକୁ ନିଜସ୍ୱ କାର୍ଯ୍ୟ ଭାବି ଏହାର ଦାୟିତ୍ୱ କୁ…