ପୂଜାଘରେ ରଖନ୍ତୁ ନାହିଁ ଏହି ଜିନିଷ, ଘରେ ଦେଖାଯାଏ ଦରିଦ୍ରତା
ପ୍ରତେକ ମଣିଷ ନିଜ ଘରେ ଠାକୁର ଘର କରିଥାଏ । ସେହି ଘରେ ମଣିଷ ପ୍ରତେକ ଦେବାଦେବୀଙ୍କ ଫୋଟୋ ରଖି ତାଙ୍କର ପୂଜା ଆରାଧନା କରିଥାଏ । ଶାସ୍ତ୍ର ଅନୁଯାୟୀ ମନ୍ଦିର ଭିତରେ ଜିନିଷ ରଖିବା ଯେତିକି ଫଳଦାୟକ ହୋଇଥାଏ ଠିକ ସେତିକି ହିଁ କିଛି ଜିନିଷ ରଖିବା ଅଶୁଭ ଓ ଅମଙ୍ଗଳ ହୋଇଥାଏ । ଏହା ଏମିତି କିଛି…