ବାଘ ଗଣନାବେଳେ ଆକ୍ରମଣ କଲା ଭାଲୁ, ଦୁଇ ବନ କର୍ମଚାରୀ ଆହତ
କରଞ୍ଜିଆ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ବେଳେ ଅଘଟଣ । ଭାଲୁ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ…