Browsing Tag

batya

ଲଘୁଚାପ ୨୧ରେ ନେଇପାରେ ବାତ୍ୟା ରୂପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ…

ଧର୍ମଶାଳାରେ ୩ ବାତ୍ୟା ଆଶ୍ରୟସ୍ଥଳୀର ଶିଳାନ୍ୟାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପାଟପୁର, ଅଣ୍ଟିଆ, ଜେନାପୁର ପଞ୍ଚାୟତରେ ତିନୋଟି ବାତ୍ୟା ଆଶ୍ରୟସ୍ଥଳୀର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ତିନୋଟି ବାତ୍ୟା ଆଶ୍ରୟସ୍ଥଳୀର ଶିଳାନ୍ୟାସ…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ…

ଆଉ ୬ ଘଣ୍ଟା ମଧ୍ୟରେ ଅବପାତ ରୂପରେ ପୁରୀ ପହଞ୍ଚିବ ‘ଜୱାଦ

ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ…

ଜୱାଦ’ ଅପ୍‌ଡେଟ୍‌: ୨ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୦୪/୧୨: ବାତ୍ୟା ଜୱାଦ୍‌ ପ୍ରୋକପରେ ଅତି ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ୍‌ ୨ ଜିଲ୍ଲା ଯଥା- ପୁରୀ ଏବଂ ଜଗତ୍‌ସିଂହପୁରକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏଥି ସହିତ ପ୍ରବଳ ବର୍ଷା ନେଇ ମଧ୍ୟ ୮ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।…

ବାତ୍ୟା ପୂର୍ବରୁ ସାଇତି ରଖନ୍ତୁ ଏସବୁ ଜରୁରୀ ସାମଗ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାତ୍ଯା ‘ଜୱାଦ’କୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ବଢ଼ୁଛି । ଆଶା ଆଶଙ୍କାରେ ରହିଛନ୍ତି ଲୋକେ । ବାତ୍ୟା ‘ଜୱାଦ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୫୩୦ କିଲୋମିଟର ଓ…

ବାତ୍ୟା ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଘୁଞ୍ଚିଲା ସିଟି ପରୀକ୍ଷା

ବାତ୍ୟା ଆସୁଛି । ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଶନିବାର ସ୍ଥଳଭାଗ ଛୁଇଁବ । ପରେ ଓଡ଼ିଶା ଉପକୂଳରେ ସକ୍ରିୟ ରହି ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିବ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଶାଣିତ କରିଛନ୍ତି ସରକାର । ରବିବାର ସରକାରୀ କର୍ମଚାରୀଙ୍କ…

ଗଭୀର ଅବପାତରେ ପରିଣତ, ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ରୂପ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଜୱାଦ୍‌ । ଏବେ ସମ୍ଭାବ୍ୟ ବାତ୍ୟା ଘଣ୍ଟାକୁ ୩୨କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।…

ବାତ୍ୟା ଅପଡେଟ୍‌: ଅବପାତର ରୂପ ନେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ହେବ ପରିଣତ

ଭୁବନେଶ୍ୱର, ୦୧/୧୨: ସାମ୍ଭାବ୍ୟ ବାତ୍ୟା ଏବେ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ଗତି କରୁଥିବା ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି । ସାମ୍ଭାବ୍ୟ ବାତ୍ୟାକୁ ନେଇ ୧୪ ଜିଲ୍ଲାକୁ…

ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’କୁ ନେଇ ଆଜି ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଜଓ୍ୱାଦକୁ ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ । ତେବେ ବାତ୍ୟା ନେଇ ସବିଶେଷ ସୂଚନା ଆସିବା ପୂର୍ବରୁ ଭୟ ବଢାଇଛି ଓ୍ୱିଣ୍ଡଲି ଆକଳନ । ଏହି ଆକଳନ କହୁଛି…