ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡ଼ି
ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡ଼ି । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଏନେଇ ଚିଠି ଲେଖାଯାଇଛି । କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ ବ୍ୟବହାର ହେଉଛି । ତେଣୁ…