ଅନୁଭବ-ବର୍ଷା ପାରିବାରିକ ମାମଲା; ବିବାହ ବିଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ବୈବାହିକ ସମ୍ପର୍କ ନ ରଖିବା ଏବଂ ପତ୍ନୀ ପତିଙ୍କ ସହିତ ଶାରୀରିକ ସମ୍ପର୍କ ପାଇଁ ମନା କରିବା ଏକ ପ୍ରକାର ମାନସିକ ନିଷ୍ଠୁରତା। ଏଭଳି କଲେ ହୋଇ ପାରିବ ବିବାହ ବିଚ୍ଛେଦ। କ୍ରୁଏଲିଟି ବା ନିଷ୍ଠୁରତା ବିବାହ ବିଚ୍ଛେଦର ଏକ ଗ୍ରାଉଣ୍ଡ ହୋଇଥିବା ବେଳେ ଏହାକୁ ଆଧାର କରି ସୁପରଷ୍ଟାର ଅନୁଭବ ମହାନ୍ତି…