Browsing Tag

baripada

ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ, ବିଜେପି ନେତାଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବ ବିବାଦକୁ ନେଇ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭଡ଼ାଟିଆ ଗୁଣ୍ଡା। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏନେଇ…

କୋଭିଡ୍ ହସ୍ପିଟାଲରୁ ରୋଗୀ ଫେରାର୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତମାସ ୫ତାରିଖରେ ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଫେରାର୍ ହୋଇଯାଇଥିଲେ। ଏନେଇ ବାରିପଦା ସଦର ଥାନାରେ ହସ୍ପିଟାଲ ନୋଡାଲ୍ ଅଧିକାରୀ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ସଦର ଥାନା ପୁଲିସ୍ ପକ୍ଷରୁ ତଦନ୍ତ କରାଯାଇ…

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ, ମେଡିକାଲ ଅଧୀକ୍ଷକଙ୍କୁ ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ମେଡିକାଲ ରେ ଚିକିତ୍ସା ଅବହେଳାରୁ ଜଣେ କଲେଜ ଛାତ୍ରୀର ମୃତ୍ୟୁ ହେବାପରେ ତାତିଲେ ଗ୍ରାମବାସୀ। ଏହାପରେ ବାରିପଦା ପିଆରଏମ ମେଡିକାଲର ଅଧୀକ୍ଷକଙ୍କୁ ମାଡ଼ ଓ ଠେଲା ପେଲା। ଉତ୍ୟକ ମହିଳାମାନେ ଅଧୀକକ୍ଷ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମାଡ ମାରିବା ସହ ଠେଲା ପେଲା…

ଆଈ କୋଳରୁ ଟାଣିଆଣି ୫ ବର୍ଷର ପୁଅକୁ ହତ୍ୟା କଲା ବାପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି। ଗ୍ରାମର ଚେପ ଦେହୁରୀ ନାମକ ଜଣେ ବ୍ୟକ୍ତି ତାର ୫ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି। ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ…

ମହିଳାଙ୍କ ବେକାରୁ ଝାମ୍ପି ନେଲେ ସୁନା ଚେନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ସହର କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ସହରରେ ଚୋରି , ଡ଼କାୟତି, ରାହାଜାନୀ ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଆଜି ଜଣେ ମହିଳା ପ୍ରାତଃ ଭ୍ରମଣ ଶେଷ କରି ଘରକୁ ଫେରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ ୨୬ ଗ୍ରାମ ଓଜନର…

ଆଖି ପିଚୁଳାକେ ଝାମ୍ପିନେଲେ ୭୦ ହଜାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ସହର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ଦିନ ହେଉ ଅଥବା ରାତି ଜନସାଧାରଣଙ୍କ ଧନଜୀବନ ବପନ୍ନ ହୋଇପଡ଼ିଛି। ଦିନ ଦ୍ୱିପହରରେ ଲୁଟପାତ ହେଉଛି। ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଛଡ଼ାଇ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ,…

ବାରିପଦାରେ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦାରେ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ । ବାତ୍ୟା ଅମ୍ପନ ଆସିବ ପୂର୍ବ ଦିନ ଅର୍ଥାତ ୧୯ ତାରିଖ ଦିନ ବିଜେଡି ସାଙ୍ଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ…

୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ପି.ଆର.ଏମ ମେଡିକାଲ ପରିଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି ମୟୁରଭଞ୍ଜ ଜିଲା ବାରିପଦା ସହରରେ ଥିବା ପି.ଆର.ଏମ ମେଡିକାଲ ପରିଦର୍ଶନ କରିଥିଲେ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ସହ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ । ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ…

ନାବାଳିକା ଝିଅ ସହ ଆସି ଚୋରିକରି ଧରାପଡିଲେ ମା , ଦେଖନ୍ତୁ ଭିଡ଼ିଓ

https://youtu.be/zX2sYRVj_dU ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ମହିଳା ଚୋରଙ୍କ ସଂଖ୍ୟା । କେତେବେଳେ ସୁନା ଚୋରି କରୁଛନ୍ତି ତ କେତେବେଳେ ଲୁଗା । ଆଉ କେତେବେଳେ ଷ୍ଟେସନାରୀ ଜିନିଷ ଚୋରି କରୁଥିବା ଭିଡ଼ିଓ ଅନେକ ଥର ଭାଇରଲ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି ।…

ବାରିପଦାରେ ନବୀନଙ୍କ ବଡ଼ ଘୋଷଣା : ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ମୟୁରଭଞ୍ଜ ଗସ୍ତ କରି ଛଉ ପଡ଼ିଆଠାରେ ଆୟୋଜିତ ସମାବେଶକୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର…