Browsing Tag

Baramunda

ବରମୁଣ୍ଡାରେ ବଚସାରୁ ହଣାହଣି, ଦୁଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡାର ନୂଆ ବସ୍‌ଷ୍ଟାଣ୍ଡରେ ଘଟିଯାଇଛି ତୁମୁଳକାଣ୍ଡ। ବସ୍ ଆଗପଛ ଯିବାକୁ ନେଇ ବଚସା ଓ ପରେ ହଣାହଣି। ଏଥିରେ ଦୁଇ ଜଣ ବସ୍ କର୍ମଚାରୀ (ଡ୍ରାଇଭର ଓ କଣ୍ଡକ୍ଟର) ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,…

ଲିଟିଲ ଷ୍ଟାର ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରମୁଣ୍ଡା ସ୍ଥିତ ଲିଟିଲ ଷ୍ଟାର ସ୍କୁଲର ୨୨ତମ ବାର୍ଷିକ ଉତ୍ସବ ରୁଚିକା ମାର୍କେଟ ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇଥିଲେ। ସେହିପରି ମୁଖ୍ୟବକ୍ତା ତଥା ପୂର୍ବତନ…

ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍‌ଘାଟିତ । ଦେଶବାସୀଙ୍କ ପାଇଁ ଆଦର୍ଶ ପାଲଟିଛି କାଳିଆ ଯୋଜନା – ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରମୁଣ୍ଡା ପଡିଆଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ କୃଷି ଓଡ଼ିଶା କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ଏବେ ସାରା ଦେଶରେ…

ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ୩ ଶ୍ରମିକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ପାଇକନଗର ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ପଡିଛି । କାନ୍ଥ ଭୁଶୁଡ଼ି ଯିବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ବରମୁଣ୍ଡା ପାଇକନଗର ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ପଡିବା ଫଳରେ…