Browsing Tag

barabati stadium

ଟି-୨୦ ମ୍ୟାଚ: ମାସ୍କ ନ ପିନ୍ଧିଲେ ଷ୍ଟାଡିୟମ ଭିତରକୁ ପ୍ରବେଶ ମନା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ମ୍ୟାଚ ସମୟରେ ଯେପରି କୌଣସି ବ୍ୟତିକ୍ରମ ଦେଖାନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି…

କାଉଣ୍ଟରରୁ ଟିକେଟ ପାଇଁ ରାତିରୁ ଲମ୍ବା ଲାଇନ୍

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ। ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ପାଇଁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଧାଡିରେ…

ବାରବାଟୀ ମ୍ୟାଚ ବନ୍ଦ ହେବନି – ହାଇକୋର୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ବାତିଲ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ କୋର୍ଟ ଖାରଜ…

ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା T20 : ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି । ଜୁନ୍ ୧ ତାରିଖ ସକାଳ ୧୧ଟାରୁ ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍ ଆପ୍ କିମ୍ବା WWW.INSIDER.INରେ ଲଗ୍ଇନ୍ କରି ଟିକେଟ୍…

ପୂର୍ଣ୍ଣ ଦର୍ଶକରେ ହେବ ବାରବାଟୀ ମ୍ୟାଚ

କଟକ : ବାରବାଟୀରେ ପୂର୍ଣ୍ଣ ଦର୍ଶକରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ବିସିସିଆଇ ପକ୍ଷରୁ ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ଦିଆଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ…

ବାରବାଟୀରେ ଅଗ୍ନି ନିରାପତ୍ତା ତଥ୍ୟ ମାଗିଲେ ଓଏଚଆରସି

ଭୁବନେଶ୍ୱର : ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ । ବାରବାଟୀରେ ୪୪ହଜାର ଲୋକ ବସିବାକୁ ସିଟ୍ ଥିବାବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ମାନବାଧିକାର କର୍ମୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆଣି ପିଟିସନ୍ ଦିଆଯିବା ପରେ…

ପୁରୁଷ ବିଶ୍ୱକପ ହକି ସଫଳତା ପଛର ଦୁଇ ନାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱକପ ହକିର ସଫଳ ଆୟୋଜନ ଓ ପରିଚାଳନା ହେବା ପଛରେ ଦୁଇ ଜଣ ନାୟକଙ୍କ ଭୂମିକା ଅତୁଳନୀୟ । ସେମାନେ ପରଦା ପଛରେ ରହି ମଧ୍ୟ ଏହି ଆୟୋଜନକୁ ସଫଳ କରିପାରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ସମଗ୍ର ବିଶ୍ବରୁ ପ୍ରଶଂସା ସାଉଁଟି ପାରିଛନ୍ତି । ଭୁବନେଶ୍ୱର ର…

କଟକ ଦହିବରା ଖାଇବେ କହି ହୃଦୟ ଜିତିଲେ ସଲମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୁଷ ବିଶ୍ୱକପ ହକି ଦ୍ୱିତୀୟ ଉଦଘାଟନୀ ଉତ୍ସବ ଆଜି କଟକର ବାରବାଟୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଜ ଧୂଆଁଧାର ପରଫରମାନ୍ସରେ…