Browsing Tag

Barabati

ବାରବାଟୀରେ ଅଗ୍ନି ନିରାପତ୍ତା ତଥ୍ୟ ମାଗିଲେ ଓଏଚଆରସି

ଭୁବନେଶ୍ୱର : ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ । ବାରବାଟୀରେ ୪୪ହଜାର ଲୋକ ବସିବାକୁ ସିଟ୍ ଥିବାବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ମାନବାଧିକାର କର୍ମୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆଣି ପିଟିସନ୍ ଦିଆଯିବା ପରେ…

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମୁକାବିଲା । ଟି-୨୦ ସିରିଜ ପାଇଁ ସାଉଥ ଆଫ୍ରିକା ଟିମ ଭାରତ ଗସ୍ତ କରିବାର ସୂଚୀ ରହିଛି । ଏହି ଟି20 ସିରିଜର ଏକ ମ୍ୟାଚ୍‌ ବାରବାଟୀରେ ଖେଳାଯିବା ନେଇ BCCI ସହମତି ପ୍ରକାଶ କରିଛି । ବିସିସିଆଇ ସଭାପତି ସୌରଭ…