Browsing Tag

Banner and Poster

ପୋଷ୍ଟର ଓ ବ୍ୟାନର ଲଗାଇ ଉପସ୍ଥିତି ଜାହିର କଲା ଲାଲବାହିନୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା-ଛତିଶଗଡ ସୀମାରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଲେ। ଛତିଶଗଡର ଦେଓଭୋଗ-ଗରିଆବନ୍ଧ ରାଜ୍ୟ ରାଜପଥର ବୁଢଗେଲଟପ୍ପା ଗାଁ ନିକଟରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଆସନ୍ତା ୨୦ ତାରିଖରେ ଓଡ଼ିଶା ସହ…