୧ କୋଟିରୁ ଊର୍ଦ୍ଧ୍ୱ ପେନ୍ସନ୍ ଟଙ୍କା ହଡ଼ପ, ବ୍ୟାଙ୍କ୍ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ୍ ଗିରଫ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୨ମୃତବ୍ୟକ୍ତିଙ୍କ ନାମରେ ୧ କୋଟିରୁ ଊର୍ଦ୍ଧ୍ୱ ପେନ୍ସନ୍ ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ବ୍ୟାଙ୍କ୍ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ୍ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମାଧିପୁର ଅଞ୍ଚଳର ପ୍ରଭାତ କୁମାର…