ଆଜିଠାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଗ୍ରାହକଙ୍କୁ ବ୍ୟାଙ୍କଜନିତ ସେବା ପ୍ରଭାବିତ ସାମ୍ନା କରିବାକୁ ପଡ଼ିପାରେ । କାରଣ ଏପ୍ରିଲ ୧୪ ଠାରୁ ଲଗାତାର ବ୍ୟାଙ୍କଗୁଡ଼ିକ ୪ ଦିନ ଛୁଟି ରହୁଛି । କିଛି ସହରରେ ଭିନ୍ନ ଭିନ୍ନ କାରଣରୁ ବ୍ୟାଙ୍କ ଗୁଡ଼ିକ ୪ ଦିନ ଛୁଟି ରହୁଛି । ଏପ୍ରିଲ ୧୪, ୧୫, ୧୬ ଓ ୧୭ ତାରିଖରେ…