ବନ୍ଦେ-ଉତ୍କଳ- ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଯୁବ କଲ୍ୟାଣ ପରିଷଦର…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତି ଏକ ସ୍ୱାଗତଯୋଗ୍ୟ ଐତିହାସିକ ପଦକ୍ଷେପ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଉଛି । ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଂଗୀତ ଓଡ଼ିଶାର ଅସ୍ମିତା ଓ…