Browsing Tag

baleswar

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ, ସନ୍ଧ୍ୟା ସୁଦ୍ଧା ନିଆଯିବ ନିଷ୍ପତ୍ତି: ମନ୍ତ୍ରୀ ସମୀର ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିବା ପରେ ନିଜ ପ୍ରତିକ୍ରିୟାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, " ବାଲେଶ୍ୱର ଡିଇଓଙ୍କୁ ଏଘଟଣାର ରିପୋର୍ଟ ମଗାଯାଇଛି ।…

ଆସନ୍ତା ୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୬ରେ ବାଲେଶ୍ଵର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଓଡ଼ିଶାର ଚତୁର୍ଥ ଓ ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର କରିବା ସହ ସାଧାରଣ ସଭାରେ ଦେବେ ଉଦବୋଧନ । ସୂଚନା ଅନୁଯାୟୀ, ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ତାରିଖରେ…

୧ କୋଟିରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ ଟଙ୍କା ହଡ଼ପ, ବ୍ୟାଙ୍କ୍‌ ବିଜ୍‌ନେସ୍‌ କରେସ୍‌ପଣ୍ଡେଣ୍ଟ୍‌ ଗିରଫ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୨ମୃତବ୍ୟକ୍ତିଙ୍କ ନାମରେ ୧ କୋଟିରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ବ୍ୟାଙ୍କ୍‌ ବିଜ୍‌ନେସ୍‌ କରେସ୍‌ପଣ୍ଡେଣ୍ଟ୍‌ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମାଧିପୁର ଅଞ୍ଚଳର ପ୍ରଭାତ କୁମାର…

ଦୁଇ ଛାତ୍ରୀଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ ଓ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଙ୍କ ଲକ୍ଷ୍ମୀପ୍ରିୟାଙ୍କ ଘରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ,…

ବଜ୍ରପାତ ରେ ୮ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ବଜ୍ରପାତରେ ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୩ ଜଣଙ୍କ , ବୈଶିଙ୍ଗା ବ୍ଲକ୍‌ ବଡ଼ଶାଳ…